ଅହମ୍ମଦାବାଦ: ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ତାମିଲନାଡୁ ଫାଇନାଲ ମ୍ୟାଚ ପାଇଁ ନିଜ ସ୍ଥାନ ସୁଦୃଢ କରିଛି । ଆସନ୍ତା ୩୧ ତାରିଖରେ ତାମିଲନାଡୁ ଫାଇନାଲରେ ବରୋଦାକୁ ଭେଟିବାକୁ ଯାଉଛି । ତେବେ ପ୍ରଥମ ସେମିଫାଇନାଲ ମ୍ୟାଚରେ ତାମିଲନାଡୁ ରାଜସ୍ଥାନକୁ ଭେଟିଥିଲା । ଏହି ମ୍ୟାଚରେ ତାମିଲନାଡୁ ୭ ୱିକେଟରେ ରାଜସ୍ଥାନକୁ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲା । ଅନ୍ୟପଟେ ବରୋଦା ପଞ୍ଜାବକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ତେବେ ଉଭୟଙ୍କ ମଧ୍ୟରେ ହେବାକୁ ଥିବା ଏହି ଫାଇନାଲ ମ୍ୟାଚଟି ଏହି ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଆକର୍ଷଣୀୟ ମ୍ୟାଚ ହେବାକୁ ଯାଉଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0