ପାକିସ୍ତାନର ରାଜଧାନୀ ଇସଲାମାବାଦରେ କିଛି ଦିନ ପୂବୂ ର୍ରୁ ହିନ୍ଦୁ ମନ୍ଦିର ନିର୍ମାଣ ନେଇ ବିବାଦ ଦେଖିବାକୁ ମିଳିଥିଲା । ହିନ୍ଦୁଙ୍କ ପାଇଁ ଜମି ଆବଣ୍ଟନକୁ ପ୍ରଥମେ ରଦ୍ଦ କରିଦିଆଯାଇଥିଲା । କିନ୍ତୁ ଆଲୋଚନା ପରେ ମନ୍ଦିର ନିର୍ମାଣକୁ ଅନୁମତି ଦିଆଯାଇଛି । ୨୦୧୬ ମସିହାରେ ଏହି ଜମିକୁ ହିନ୍ଦୁ ମାନଙ୍କୁ ଦିଆଯାଇଥିଲା । ପରେ ଉଚ୍ଚ ନ୍ୟାୟଳୟରେ ଏହାକୁ ରଦ୍ଦ କରା ଦିଆଯାଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0