ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୀର୍ଥଯାତ୍ରୀଙ୍କୁ ନେଇ ବଡ ଘୋଷଣା କରିଛନ୍ତି | ତୀର୍ଥଯାତ୍ରା ପାଇଁ ଆଜିଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ଯାଇଛି | ଦିଲ୍ଲୀରୁ ଆସନ୍ତା ଡିସେମ୍ବର 3ରେ ଅଯୋଧ୍ୟା ପାଇଁ ପ୍ରଥମ ଟ୍ରେନ ବାହାରିବ | ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ତୀର୍ଥଯାତ୍ରୀଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ଆପ ସରକାର | ଯଦି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅଧିକ ହୁଏ ତେବେ ଏଥିରେ ନିରାଶ ଜମା ହୁଅନ୍ତୁ ନାହିଁ | ଦରକାର ପଡିଲେ ଆଉ ଗୋଟିଏ ଟ୍ରେନର ବ୍ୟବସ୍ଥା କରାଯିବ | ଯେପରି ସମସ୍ତେ ଦର୍ଶନ କରିପାରିବେ |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0