କେନ୍ଦ୍ରାପଡା: ରାଜକନିକାରେ ଦେଖିବାକୁ ମିଳିଛି ଓଡିଶା ବନ୍ଦର ପ୍ରଭାବ । ତୈଳ ଦର ବୃଦ୍ଧି ଏବଂ ରାଜ୍ୟ ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ରାଜକନିକାରେ ଓଡିଶା ବନ୍ଦ ହୋଇଥିଲା । ପ୍ରାୟ ୬ ଘଣ୍ଟା ଧରି ଏହି ବନ୍ଦ ପାଳନ ହୋଇଥିଲା । ଏହି ପ୍ରତିବାଦକୁ ସଫଳ କରିବା ପାଇଁ ରାଜକନିକା ବ୍ଲକ କଂଗ୍ରେସ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା । ତେବେ ଏହି ବନ୍ଦ ପାଳନ ବେଳେ କଣ୍ଟପଡା ବଜାର ବନ୍ଦ ରହିଥିବା ବେଳେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0