spot_img

ଆସିଲା ଅକ୍ଟୋବର ଗାଇଡଲାଇନ

ରାଜ୍ୟ ସରକାର ଆଣିଲେ ଅକ୍ଟୋବର ମାସର ଗାଇଡଲାଇନ ।
ନୂଆ ଗାଇଡଲାଇନ ନେଇ SRC ପ୍ରଦୀପ ଜେନାଙ୍କ ସୂଚନା ।
ପାବ ର୍ଣ ଋତୁ ଆସିଥିବାରୁ ଅଧିକ ସତର୍କ ରହିବାକୁ ପରାମର୍ଶ ।
ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ଦୈତ ନଗରୀରେ ରାତି ୮ରୁ ସକାଳ ୫ ଯାଏଁ ନାଇଟ କର୍ଫ୍ୟୁ ଜାରୀ । ଅନ୍ୟ ସବୁ ସହରରେ ରାତି ୧୦ରୁ ସକାଳ ୫ ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିବା SRC ଙ୍କ ସୂଚନା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular