spot_img

ରାଷ୍ଟ୍ରବାଦୀ ହେବାରୁ ମିଳିଛି ଏପରି ଦଣ୍ଡ : ମନୋଜ ମୁନ୍ତଶିର

କବି ଓ ଗୀତିକାର ମନୋଜ ମୁନ୍ତଶିର ନିଜର ଏକ କବିତାକୁ ନେଇ ସୋସିଆଲ ମିଡିଆରେ ଟାର୍ଗେଟ ହୋଇଛନ୍ତି | 2019 ମସିହାରେ ଆସିଥିବା ଏକ କବିତା ମୁଝେ କଲ କରନା କୁ ନେଇ ଏବେ ତାଙ୍କୁ ଆକ୍ଷେପ କରାଯାଉଛି | ଲୋକଙ୍କ କହିବା ଅନୁଯାୟୀ ଗୀତଟି ଅନ୍ୟ କାହାର ଥିବା ବେଳେ ମନୋଜ କେବଳ କବିତାଟିକୁ ହିନ୍ଦୀରେ ଅନୁବାଦ କରିଛନ୍ତି | ସେ ଭକହିଛନ୍ତି ଯେ ମୋ ରାଷ୍ଟ୍ରବାଦୀ ଭାବନା ପାଇଁ ଆଜି ମତେ ଏପରି ଦଣ୍ଡ ମିଳିଛି | ମୁ ଆଗକୁ ଏଭଳି ଲେଖିବି ଆଉ ମତେ ଲେଖିବା ପାଇଁ ରୋକିବା ଅସମ୍ଭବ | ଯଦି କିଛି ଭୁଲ କରିଛି ତେବେ ଦେଶରେ ନ୍ୟାୟାଳୟ ବ୍ୟବସ୍ଥା ରହିଛି | ସେ ମତେ ଯେଉଁ ଦଣ୍ଡ ଦେବେ ମୁଁ ସ୍ୱୀକାର କରିବି | କିନ୍ତୁ ସୋସିଆଲ ମିଡିଆରେ ମତେ ଦଣ୍ଡିତ କରିବା ଜମାରୁ ମଂଜୁର ନୁହେଁ |

LEAVE A REPLY

Please enter your comment!
Please enter your name here

- Advertisment -

Most Popular