ନବରଙ୍ଗପୁର: ନବରଙ୍ଗପୁରରେ ଚାଲିଛି ବାଲି ମାଫିଅଙ୍କ ରାଜ୍ । ସରକାରଙ୍କ ଆଖିରେ ଧୂଳିସାତ ଦେଇ ଚାଲିଛି ବାଲି ଚେରାଚାଲାଣ । ରାଇଘର ବ୍ଲକ ଅନ୍ତର୍ଗତ କୋମକାଦଢି ଗାଁ ନିକଟରେ ଥିବା ଏକ ନଦୀରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଛି । ବାଲି ମାଫିଆମାନେ ଜେସିବି ସାହାର୍ଯ୍ୟରେ ବାଲି ବୋହି ନେଇଯାଉଛନ୍ତି । ବାଲି ପାଇଁ ଦିନକୁ ଶହ ଶହ ଟ୍ରାକ୍ଟର ଲାଗୁଛି ଲାଇନ । ସବୁ ଜାଣି ମଧ୍ୟ ସ୍ଥାନୀୟ ତହସିଲଦାର ଓ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଜଣାପଡିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0