ରିଲିଜ ହୋଇଛି ସୈଫ ଅଲ୍ଲୀ ଖାନଙ୍କ ୱେବ ସିରିଜ ‘ତାଣ୍ଡବ’ର ଦମଦାର ଟିଜର । ଯେଉଁଥିରେ ସୈଫଙ୍କ ସହ ଡ଼ିମ୍ଫଲ କପାଡ଼ିଆ,ତିଗମାଶୁଂ ଧୁଲିଆ ଓ କୁମୁଦ ମିଶ୍ରା ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିରେ ନିଦେ୍ର୍ଦଶନା ଦେଇଛନ୍ତି ଅଲ୍ଲୀ ଆବାସ ଜାଫର,ଯାହା ତାଙ୍କର ପ୍ରଥମ ଡିଜିଟାଲ ସିରିଜ ।

ଏହା ପୂର୍ବରୁ ସେ ଭାରତ,ଟାଇଗର ଜିନ୍ଦା ହୈ ଏବଂ ସୁଲତାନ ଭଳି ଅନେକ ଫିଲ୍ମରେ ନିଦେ୍ର୍ଦଶନା ଦେଇଛନ୍ତି । ତେବେ ଏହି ସିରିଜ ୧୫ ଜାନୁଆରୀ ୨୦୨୧ରେ ଆମାଜନ ପ୍ରାଇମରେ ରିଲିଜ ହେବ । କିନ୍ତୁ ଏବେ ଏହାର ଟିଜର ସାମ୍ନକୁ ଆସିଛି,ଯେଉଥିରେ ଏକ ଡ଼ାଇଗଲ ରହିଛି ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0