ବର୍ତ୍ତମାନ ଚାଲିଛି ବାହାଘର ଋତୁ | ବଲିଉଡ ରେ ମଧ୍ୟ ଦେଖିବାକୁ ମିଳୁଛି ବାହାଘରର ମଜା | ବର୍ତ୍ତମାନ ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଭିକି କୌଶଲ ଓ କ୍ୟାଟ୍ରିନା କୈଫ | ଦୁଇ ଜଣଙ୍କ ବିବାହକୁ ନେଇ କେବଳ ବଲିଉଡ ଇଣ୍ଡଷ୍ଟ୍ରି ନୁହେଁ ବରଂ ପୁରା ଫ୍ୟାନ୍ସ ମହଲରେ ଉସ୍ଚୁକତା ଦେଖିବାକୁ ମିଳୁଛି | ତେବେ ରାଜସ୍ଥାନର ଜୟପୁରରେ ହେବ ରାଜକୀୟ ଠାଣିରେ ବିବାହ | କିନ୍ତୁ ରୀତିନୀତି ହିସାବରେ ବିବାହ ପୂର୍ବରୁ ମୁମ୍ବାଇରେ କୋର୍ଟ ମ୍ୟାରେଜ କରିବେ ଭିକି ଓ କ୍ୟାଟ୍ରିନା | ଚଳିତ ମାସର ଶେଷ ସପ୍ତାହ ଆଡକୁ କୋର୍ଟ ମ୍ୟାରେଜ କରିବେ ବୋଲି ସୂଚନା ମିଳିଛି |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0