ଖୋର୍ଦ୍ଧା: ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁବୁର୍ତ୍ତ । ଖୋର୍ଦ୍ଧାର ଚଣ୍ଡେଶ୍ୱର ଗ୍ରାମ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଚଣ୍ଡୀହର ଦେବଙ୍କ ମନ୍ଦିର ହୁଣ୍ଡିରୁ ଚୋରୀ ହୋଇଛି । ଚୋରୀ ହୋଇଥିବା ଦାନ ଟଙ୍କା ପ୍ରାୟ ଏକ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଅଭିଯୋଗ ପରେ ଟାଙ୍ଗୀ ପୋଲିସ ର ଛାନବିନ୍ ଆରମ୍ଭ ହୋଇଛି । ମନ୍ଦିର ର ସୁରକ୍ଷା ପାଇଁ କୌଣସି ସିକ୍ୟୁରିଟି ର ବ୍ୟବସ୍ଥା ହୋଇନାହିଁ ।ଅନ୍ୟ ପଟେ ମନ୍ଦିର ରେ ଲାଗିଥିବା ସିସି ଟିଭି ରେ ଚୋରି ହୋଇଥିବା ର ଦୃଶ୍ୟ କଏଦୀ ହୋଇଛି।ଏହାକୁ ନେଇ ଟାଙ୍ଗି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0