ନୂଆଦିଲ୍ଲୀ: ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଏନେଇ ପାର୍ଥିବ ନିଜ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଛାଡି ସ୍ପଷ୍ଟ କରିଛନ୍ତି । ପାର୍ଥିବଙ୍କ ଅବସର ଖବର ପାଇ କ୍ରୀଡାପ୍ରେମୀଙ୍କ ମନରେ ଦୁଃଖର ଛାୟା ଖେଳିଯାଇଛି । ତେବେ ୧୭ ବର୍ଷ ବୟସରେ ପାର୍ଥିବ କ୍ରିକେଟ ଦୁନିଁଆରେ ପ୍ରବେଶ କରିଥିଲେ । ଦୀର୍ଘ ୧୮ ବର୍ଷର ଲମ୍ବା କ୍ୟାରିୟରରେ ସେ ମୋଟ ୨୫ ଟି ଟେଷ୍ଟ, ୩୮ଟି ଏକଦିବସୀୟ ମ୍ୟାଚ ଏବଂ ଦୁଇଟି ଟ୍ୱେଣ୍ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି ।
— parthiv patel (@parthiv9) December 9, 2020



Visitors Today : 0
Total Visitors : 130169
Total Views : 9891615
Visitors Online Now : 0