ଭୁବନେଶ୍ୱର : ୨୦୨୦-୨୧ ଖରିଫ ବର୍ଷ ପାଇଁ ରାଜ୍ୟରେ ୧୪ ଲକ୍ଷ ୯୭ ହଜାର ୭୭୯ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି । ଯାହାକି ଗତବର୍ଷ ତୁଳନାରେ ୨୧% ଅଧିକ। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମୋଟ ୨ ହଜାର ୮୫୪ଟି ପ୍ୟାକ୍ସ ଓ ଲ୍ୟାମ୍ପସ ସହାୟତାରେ ଅନଲାଇନ ମାଧ୍ୟମରେ ଚାଷୀମାନଙ୍କର ନାମ ପଞ୍ଜୀକରଣ କାର୍ଯ୍ୟ କରାଯାଇଛି। ଗତବର୍ଷ ଏହି କାର୍ୟ୍ୟ ୨ ହଜାର ୮୧୮ଟି ପ୍ୟାକ୍ ଜରିଆରେ କରାଯାଇଥିଲା ବୋଲି ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0