spot_img

ଆଇସିସି ଟେଷ୍ଟ ମାନ୍ୟତାରେ ସ୍ଥାନ ପାଇଲେ ଏହି ୩ ଭାରତୀୟ କ୍ରିକେଟର

ଦୁବାଇ: ଆଇସିସି ଟେଷ୍ଟ ମାନ୍ୟତା ତାଲିକାରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ଚେତେଶ୍ୱର ପୂଜାରା ଓ ଅଭିଙ୍କ୍ୟ ରାହାଣେ ସ୍ଥାନ ପାଇଛନ୍ତି । ତେବେ ଟେଷ୍ଟ ମାନ୍ୟତା ତାଲିକାରେ ୨ୟ ସ୍ଥାନରେ ବିରାଟ ରହିଥିବା ବେଳେ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଶୀର୍ଷ ୧୦ରେ ଅଛନ୍ତି । ଅନ୍ୟପଟେ ଅଷ୍ଟ୍ରେଲିଆ ଦଳର ବ୍ୟାଟ୍ସମ୍ୟାନ ୯୧୧ ପଏଣ୍ଟ ସହ ପ୍ରଥମରେ ଥିବା ବେଳେ ୮୮୬ ପଏଣ୍ଟ ସହ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular