spot_img

ଧ୍ୟାନଚାନ୍ଦଙ୍କ ଜୀବନୀ ଉପରେ ନିର୍ମାଣ ହେବ ବଲିଉଡ ଚଳଚ୍ଚିିତ୍ର

ମୁମ୍ବାଇ: ହକି ଯାଦୁଗର ଭାବେ ପରିଚିତ ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦେଶ୍ୟରେ ତାଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି । ଏହି ଫିଲ୍ମର ନିର୍ଦେଶନା ରନି ସ୍କୃୱାଲା ଦେଉଥିବା ବେଳେ ପ୍ରେମନାଥ ରାଜାଗୋପାଳନ ଏହି ଫିଲ୍ମର ପ୍ରଯୋଜକ ଅଛନ୍ତି । ଅନ୍ୟପଟେ ଇସ୍କିୟା, ଦେଢ଼୍ ଇସ୍କିୟା, ଉଡ୍ତା ପଞ୍ଜାବ ଓ ସୋନ୍ଚିଡ଼ିୟା ପରି ନାମୀ ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିବା ଖ୍ୟାତନାମା ବଲିଉଡ୍ ନିର୍ଦେଶକ ଅଭିଷେକ ଚୌବେ ଧ୍ୟାନଚାନ୍ଦଙ୍କ ଜୀବନୀ ଉପରେ ଚଳଚ୍ଚିତ୍ରର ନିର୍ଦେଶନା ଦେବେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular