ମା’ ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ସମୟ ପରିବର୍ତ୍ତନ । ନୂଆଖାଇ ପାଇଁ ମା’ ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ସମୟ ପରିବର୍ତ୍ତନ । ଦିନ ୧୨.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ସାଧାରଣ ଦର୍ଶନ । ପୂର୍ବରୁ ୨ଟି ପର୍ଯ୍ୟାୟରେ ମା’ଙ୍କୁ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁ । ନୂଆଖାଇ ପାଇଁ ଚାଲିଛି ମା’ ସମଲେଶ୍ୱରୀଙ୍କ ଅଳଙ୍କାର ସଫା । ୧୧୫ ପାଶ୍ୱର୍ ଦେବାଦେବୀଙ୍କୁ ଲାଗି ହେଉଛି ନୂତନ ସିନ୍ଦୁର । ମନ୍ଦିର ସେବାୟତଙ୍କ ଚାରଲିଛି ସମସ୍ତ ରୀତିନୀତି । ସୂଚନା ଦେଲେ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ସାହୁ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0