ଭୁବନେଶ୍ବର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୫ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୭୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ୧୫ ମୃତକଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୩ ଜଣ, ବୌଦ୍ଧ ଜିଲ୍ଲାରୁ ୧, ଖୋର୍ଦ୍ଧା ଜିଲ୍ଲାରୁ ୧ , କଳାହାଣ୍ଡି ଜିଲ୍ଲାରୁ ୧, ରାୟଗଡ଼ାରୁ ୧, ଗଞ୍ଜାମରୁ ୧, କେନ୍ଦ୍ରାପଡ଼ାରୁ ୧, କନ୍ଧମାଳରୁ ୧,ମୟୁରଭଞ୍ଜ ୧, ପୁରୀ ଜଣେ,ସୁନ୍ଦରଗଡ଼୧, ଜାଜପୁର ୧, ବାଲେଶ୍ୱର ଜଣେ ଲେଖାଏଁ ରହିଛନ୍ତି ।
3.A 65-year old Female of Kalahandi District.
4.A 72-year old male of Rayagada District who was also suffering from Diabetes.
5.A 63-year old male of Ganjam District who was also suffering from Diabetes.
— H & FW Dept Odisha (@HFWOdisha) October 14, 2020



Visitors Today : 3
Total Visitors : 130172
Total Views : 9891619
Visitors Online Now : 0