ଭୁବନେଶ୍ୱର ୧୬|୦୭: ରାଜ୍ୟରେ ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ ସର୍ବାଧିକ ୯୮, ଗଞ୍ଜାମରୁ ୮୪, ସୁନ୍ଦରଗଡରୁ ୪୬, ଗଜପତିରୁ ୩୬, ଝାରସୁଗୁଡାରୁ ୩୦, କେଉଁଝରରୁ ୧୭, ମାଲକାନଗିରିରୁ ୧୭, ଜଗତସିଂପୁରରୁ ୧୭, ଖୋର୍ଧାରୁ ୧୨, ଅନୁଗୋଳରୁ ୮ ରହିଛନ୍ତି । ସେହିପରି ସୋନପୁରରୁ ୭, ବରଗଡରୁ ୬, ସମ୍ବଲପୁରରୁ ୫, କେନ୍ଦ୍ରାପଡାରୁ ୫, ଢେଙ୍କାନାଲରୁ ୪, ଭଦ୍ରକ ଓ ବାଲେଶ୍ୱରରୁ ୩ ଜଣ ଲେଖାଏଁ, କଟକରୁ ୨ ଓ ପୁରୀରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏବେସୁଦ୍ଧା ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୭୭ରେ ପହଁଚିଛି ।
Another 401 #COVID19 patients have recovered and are being discharged on 16.7.2020.
98 from Jajpur
84 from Ganjam
46 from Sundergarh
36 from Gajapati
30 from Jharsuguda
17 from Keonjhar
17 from Malkangiri
17 from Jagatsinghpur
12 from Khurdha
8 from Angul— H & FW Dept Odisha (@HFWOdisha) July 16, 2020



Visitors Today : 0
Total Visitors : 130166
Total Views : 9891611
Visitors Online Now : 0