ସୁରକ୍ଷା ଚାହୁଁଛନ୍ତି ହାଥରସ୍ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାର । ସେମାନେ ୟୁପିରେ ନିଜକୁ ସୁରକ୍ଷିତ ଅନୁଭବ କରୁନାହାନ୍ତି । ସେଥିପାଇଁ ସେମାନେ ଦିଲ୍ଲୀ ସ୍ଥାନାନ୍ତର ହେବାକୁ ସରକାରଙ୍କର ସହଯୋଗ ଲୋଡିଛନ୍ତି । ସେହିପରି ମାମଲାର ବିଚାର ମଧ୍ୟ ଦିଲ୍ଲୀକୁ ସ୍ଥାନାନ୍ତର କରିବା ପାଇଁ ନିଜର ପୂର୍ବ ଦାବିକୁ ଦୋହରାଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0