spot_img

ଦଶହରା ମୂର୍ତ୍ତିକୁ ନେଇ ତେଜୁଛି ବିବାଦ

ଦଶହରା ମୂର୍ତ୍ତି ନେଇ ତେଜୁଛି ବିବାଦ । ଆଜି ସନ୍ଧ୍ୟାରେ କଟକ ଡିସିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିବେ । ମୂର୍ତ୍ତିର ଉଚ୍ଚତା ନେଇ ପୂଜା କମିଟି ସହ ଆଲୋଚନା କରିବେ ଡିସିପି । ଆଜି ମିଟିଂର ନିଷ୍କର୍ସ ଜାଣିଲା ପରେ କାଲି ହେବ ଚୂଡ଼ାନ୍ତ ଶୁଣାଣି । କାଲି ଚୂଡ଼ାନ୍ତ ଶୁଣାଣି କରି ହାଇକୋର୍ଟ ଏ ସଂକ୍ରାନ୍ତୀୟ ନିଦେ୍ର୍ଦଶ ଦେବେ । ମୂର୍ତ୍ତିର ଉଚ୍ଚତାକୁ ନେଇ ପୁଲିସ ନିଦେ୍ର୍ଦଶକୁ ବିରୋଧ କରାଯାଉଛି । ୪ ଫୁଟ ଉଚ୍ଚର ମୂର୍ତ୍ତି ପାଇଁ ନିଦେ୍ର୍ଦଶ ଥିବାରୁ ବିରୋଧ କରାଯାଉଛି । ଏନେଇ କଟକ ସହରର ବହୁ ପୂଜା କମିଟି ପୂର୍ବରୁ ହାଇକୋର୍ଟ ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular