ମୁମ୍ବାଇ : ୪୪ବର୍ଷରେ ପାଦଥାପିଲେ ବଲିଉଡ଼ର ବୋଲଡ଼ ଆକ୍ଟ୍ରସ ମଲ୍ଲିକା ସେରାୱତ । ସେ ୧୯୭୬ରେ ଆଜିର ଦିନରେ ହରିୟାଣାରେ ଜନ୍ମଗ୍ରହଣ କରିଥିଲେ । ମଲ୍ଲିକାଙ୍କ ପ୍ରକୃତନାମ ରିମା ଲମ୍ବ । କିନ୍ତୁ ସେ ବଲିଉଡ଼କୁ ଆସିବା ପରେ ନିଜର ନାମ ପରିବର୍ତ୍ତନ କରିଥିଲେ ।

ମଲ୍ଲିକା ସବୁ ବେଳେ ସୋସିଆଲ ମିଡ଼ିଆରେ ନିଜର ଲାଇଫ ଷ୍ଟାଇଲ, ଓ ନିଜର ବୋଲଡ ସିନ ପାଇଁ ବେଳେ ଚର୍ଚ୍ଚାରେ ରହିଛନ୍ତି । ୨୦୦୨ରେ ଫିଲ୍ମ ଜିନା ସିରଫ ମେରେ ଲିଏ ଥିଲା ତାଙ୍କର ପ୍ରଥମ ଫିଲ୍ମ । ଫିଲ୍କ ଖୋୱାଇସ ଓ ମର୍ଡରେ ନିଜର ବୋଲଡ଼ ସିନ ପ୍ଲେ କରି ଦର୍ଶକଙ୍କ ମନରେ ନିଜର ସ୍ୱତନ୍ତ୍ରତା ସୃଷ୍ଟି କରିଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0