spot_img

ଡବଲ ରୋଲରେ ଆସିବେ ଶାହରୁଖ ଖାନ

ମୁମ୍ବାଇ: ବଲିଉଡ ଜଗତର ଚର୍ଚ୍ଚିତ ଅଭିନେତା ଶାହରୁଖ ଖାନ ନିଜର ଆଗାମୀ ଫିଲ୍ମ ପାଇଁ ବେଶ ବ୍ୟସ୍ତରେ ଅଛନ୍ତି । ଇତି ମଧ୍ୟରେ ଜନ ଆବ୍ରାହମ ଓ ଦୀପିକା ପାଦୁକୋନଙ୍କ ଅଭିନିତ ଅଗାମୀ ଫିଲ୍ମରେ ଶାହରୁଖ ଡବଲ ରୋଲରେ ଆସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଫିଲ୍ମରେ ଦକ୍ଷିଣ ସିନେଜଗତର ନିଦେ୍ର୍ଦଶକ ଅଟଲିଙ୍କ ନିଦେ୍ର୍ଦଶନାରେ ସେ କାମ କରିବା ପାଇଁ ଯାଉଛନ୍ତି । ଏହି ଫିଲ୍ମଟି ସମ୍ପୁର୍ଣ୍ଣ ରୂପେ ଆକ୍ସନ ଫିଲ୍ମ ବୋଲି ଶାହରୁଖ ସ୍ଫଷ୍ଟ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular