କଟକ: ଆଜିଠାରୁ କଟକରେ ସେରୋ ସର୍ଭେ ଆରମ୍ଭ ହେବ । ଏଥିପାଇଁ ସିଏମସି ପକ୍ଷରୁ ଏକ ଟିମ ଗଠନ କରାଯାଇଛି । ପ୍ରଥମ ପର୍ୟ୍ୟାୟରେ କଟକର ୨୫ଟି ୱାର୍ଡରେ ଏହି ସର୍ଭେ ହେବ । ପ୍ରତି ୱାର୍ଡରୁ ୭୦ଜଣଙ୍କ ସାମ୍ପୁଲ ସଂଗ୍ରହ କରାଯାଇ ସର୍ଭେ କରାଯିବ ।ଯେଉଁମାନେ ସାମ୍ପଲ ଦେବେ ସେମାନଙ୍କ ନାଁକୁ ଗୋପନୀୟ ରଖାଯିବ । ଏହି ସର୍ଭେ ୫ ତାରିଖ ଯାଏଁ ଚାଲିବ । ସିଏମସି ପକ୍ଷରୁ ଗଠନ କରାଯାଇଥିବା ଟିମରେ ସ୍ୱାସ୍ଥ୍ୟକର୍ମୀ, ସାନିଟାରୀ ଟିମ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0