spot_img

ଆଜିର ମୁଖ୍ୟ ଖବର….

( ) ଶିମିଳିପାଳରେ ସ୍ଥିତି ଅନୁଧ୍ୟାନ କଲା କେନ୍ଦ୍ରୀୟ ଟିମ୍…. କହିଲେ ଜଙ୍ଗଲ ନିଆଁ ରହିଛି ନିୟନ୍ତ୍ରଣରେ…. ବନାଗ୍ନିରେ ବାଘଙ୍କର ହୋଇନାହିଁ କ୍ଷତି…..ଜଙ୍ଗଲ କ୍ଷୟକ୍ଷତିର ପରିମାଣ ନେଇ ମୁହଁ ଖୋଲିଲେ ନାହିଁ କେନ୍ଦ୍ରୀୟ ଟିମ୍…..
( )ଦେଶରେ ଥିବା ସମସ୍ତ ବ୍ୟାଙ୍କ ଆସନ୍ତା ୪ ଦିନ ପାଇଁ ବନ୍ଦ….. ଆଜିଠାରୁ ଆସନ୍ତା ମଙ୍ଗଳବାର ଯାଏଁ ବ୍ୟାଙ୍କର ବ୍ରାଞ୍ଚ ଗୁଡିକରେ କୌଣସି ଆର୍ଥିକ କାରବାର ନ ହେବା ନେଇ ସୂଚନା…..୧୫ ଏବଂ ୧୬ରେ ସର୍ବଭାରତୀୟ ଧର୍ମଘଟ କାରଣରୁ ବି ଖୋଲିବନି ବ୍ୟାଙ୍କ…. ହନ୍ତସନ୍ତ ହୋଇପାରନ୍ତି ଗ୍ରାହକ…..
( ) ଅଗଷ୍ଟ ୧ରେ ହେବ ନିଟ୍…… ଏନଟିଏ ପକ୍ଷରୁ ଘୋଷଣା ହେଲା ତାରିଖ…. ଖବ୍ ଶୀଘ୍ର ଆରମ୍ଭ ହେବ ଅନଲାଇନ ଆପ୍ଲିକେସନ ପକ୍ରିୟା…. ହିନ୍ଦୀ, ଇଂରାଜି ସମେତ ୧୧ଟି ଭାଷାରେ ଅଫଲାଇନ ମୋଡରେ କରାଯିବ ପରୀକ୍ଷା…..
( ) ମୋ ଧାମ ମୋ ଗର୍ବ ଅଭିଯାନରେ ଚାଲିଛି “ବଡଦାଣ୍ଡ ସେବା”…..ପୁରୀ ସହର ଓ ବଡଦାଣ୍ଡକୁ ସଫାସୁତୁରା ରଖିବାକୁ ଉଦ୍ୟମ….ସଫେଇ କାର୍ଯ୍ୟକ୍ରମରେ ପୁରୀବାସି ଓ ପର୍ଯ୍ୟଟକ ସାମିଲ….ପ୍ରତି ଶନିବାର ସକାଳ ସଢେ ଛଅରୁ ୮ଟା ଯାଏଁ ଦୁଇ ଘଣ୍ଟା ଧରି ହେଉଛି ବଡଦାଣ୍ଡ ସେବା….
( )ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ…..ପଞ୍ଜାବର ୮ ଜିଲ୍ଲାରେ ନାଇଟ କଫୁ୍ୟ ଲାଗୁ…. ରାତି ୧୧ଟାରୁ ସକାଳ ୫ଟା ଯାଏଁ କଫୁ୍ର୍ୟ ଜାରି…..ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲକୁ କରାଯାଇଛି ଛୁଟି ଘୋଷଣା….
( )ଭାରତରେ ତିଆରି ହେବ ଜନସନ ଆଣ୍ଡ ଜନସନର କୋଭିଡ ଟିକା….. କ୍ୱାଡ ରାଷ୍ଟ୍ର ସମୂହ ବୈଠକରେ ନିଷ୍ପତ୍ତି… ଅର୍ଥ ଯୋଗାଇ ଦେବେ ଆମେରିକା ଆଉ ଜାପାନ…..ବିଭିନ୍ନ ଦେଶକୁ ପରିବହନ ଦାୟିତ୍ୱ ନେବ ଅଷ୍ଟ୍ରେଲିଆ…..

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular