( )ଆଜିଠୁ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ….ଗସ୍ତ ନେଇ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା….ବିମାନ ବନ୍ଦର ଓ ରାଜଭବନ ଛକରେ କାରଗିଲ ରିହଲସେଲ….କାଲି ଏନଆଇଟି ସମାବର୍ତ୍ତନ ଉସôବରେ ଯୋଗଦାନ….୨୨ରେ କରିବେ ଶ୍ରୀଜିଉଙ୍କୁ ଦର୍ଶନ…
( ) ଆଜି ବିଶ୍ୱ ପଖାଳ ଦିବସ…. ଓଡିଆ ଘରେ ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବାକୁ ୨୦୧୧ ମାର୍ଚ୍ଚ ୨୦ରୁ ହେଉଛି ପାଳନ…..ଅଷ୍ଟ୍ରେଲିଆର ସିଡନୀରେ ପଖାଳ ଦିବସ ପାଳନ କଲେ ପ୍ରବାସୀ……
( )କଟକର ଘରୋଇ ସ୍କୁଲରୁ ଆଜି ଆଉ ୧୭ କରୋନା ପଜିଟିଭ ଚିହ୍ନଟ….ସମସ୍ତ ଚିହ୍ନଟ ସଂକ୍ରମିତଙ୍କ ହେବ କଣ୍ଟାକ୍ଟ ଟ୍ରେସିଂ…..ସେପଟେ ଚଳିତ ମାସ ଶେଷ ସପ୍ତାହରେ ହେବାକୁ ଥିବା ଦୋଳଯାତ୍ରା ଓ ହୋଲି ପର୍ବ ପାଳନ ଉପରେ କଟକଣା ଜାରି…..
( ) ଚଳିତ ବର୍ଷ ହେବନି ବ୍ରହ୍ମପୁରର ମା ବୁଢିଠାକୁରଣୀ ଯାତ୍ରା……ବର୍ଦ୍ଧିତ କୋଭିଡ ସଂକ୍ରମଣକୁ ଦେଖି ବ୍ରହ୍ମପୁର ମହାନଗର ନିଗମର ସ୍ଥଗିତ ନିଷ୍ପତ୍ତି….. କମିଶନରଙ୍କ ସହିତ ଆଲଚେନା ପରେ ଯାତ୍ରା ମୁଖ୍ୟ ଦେଶୀ ବେହେରାଙ୍କ ସୂଚନା…..
( )ପୁଣି ମହଙ୍ଗା ମାଡ…. ସାଧାରଣ ଳୋକଙ୍କୁ କେନ୍ଦ୍ର ସରକାରଙ୍କ ଆଉ ଏକ ବଡ ଝଟକା….ପୁଣି ବଢିଲା ବିମାନ ଟିକେଟର ଦାମ…..୫ ପ୍ରତିଶତ ବଢିଲା ଘରୋଇ ବିମାନର ସର୍ବନିମ୍ନ ଭଡା…..ଟ୍ୱିଟ କରି ସୂଚନା ଦେଲେ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ…..



Visitors Today : 4
Total Visitors : 130422
Total Views : 9891952
Visitors Online Now : 0