spot_img

ଖୋର୍ଦ୍ଧା: ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକଙ୍କ ମୃତ୍ୟୁ

ବେଗୁନିଆପଡ଼ା : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ । ଖୋର୍ଦ୍ଧାର ବେଗୁନିଆପଡ଼ା ଥାନା ସ୍ଥିତ ଗୌଡ଼ ନୁଆଗାଁରେ ଘଟିଛି ଏହି ଘଟଣା । ଗାଁର ଭାଗବତ ପଣ୍ଡା ସକାଳୁ ଶୌଚ ପାଇଁ ଗ୍ରାମ ନିକଟ ଗାଡ଼ିଆକୁ ଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ପରେ ସଂଗେ ସଂଗେ ତାଙ୍କୁ ନିକଟସ୍ଥ କଳାପଥର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବେଗୁନିଆ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular