( )ଦେଶରେ ବେକାବୁ ହେଲାଣି କରୋନାର ସ୍ଥିତି…..୫ ମାସ ପରେ ୫୦ ହଜାର ଟପିଲା ଦୈନିକ ସଂକ୍ରମଣ…..୨୪ ଘଣ୍ଟାରେ ୫୩ ହଜାରରୁ ଅଧିକ ପଜିଟିଭ ଚିହ୍ନଟ….୨୫୧ ଆକ୍ରାନ୍ତଙ୍କ ମୃତୁ୍ୟ…..ହୋଲି ପୂର୍ବରୁ ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତାରେ ସରକାର…..
( )କରୋନା ସଂକ୍ରମଣକୁ ନେଇ ବଢୁଛି ଚିନ୍ତା….. ମାଲକାନଗିରି ପରେ ନବରଙ୍ଗପୁରରେ ଆଜିଠୁ ନାଇଟ କଫୁ୍ର୍ୟ….. ରାତି ୮ରୁ ସକାଳ ୬ଟା ଯାଏଁ କଟକଣା….ଏପଟେ ରେଭେନ୍ସାରୁ ଦୁଇ କରୋନା ପଜିଟିଭ ଚିହ୍ନଟ ପରେ ୟୁଜି ପିଜି ପରୀକ୍ଷା ସ୍ଥଗିତ….
( )ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ….. ୯୯.୯୫ପ୍ରତିଶତ ନମ୍ବର ରଖି ଦେବାଶିଷ ପଣ୍ଡା ଓଡିଶାର ଟପ୍ପର….ଶତପ୍ରତିଶ ମାର୍କ ରଖିଲେ ୧୩ ଜଣ ଶିକ୍ଷାର୍ଥୀ….ଜେଇଇ ମେନ ପରୀକ୍ଷାର ପରିଚାଳନା କରିଥିଲା ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନସି…. ବିଦେଶର ୧୨ଟି ସହର ସମେତ ଦେଶର ୩୩୪ ଟି ସହରରେ କରାଯାଇଥିଲା ପରୀକ୍ଷା….
( )ମଧ୍ୟପ୍ରଦେଶ ଦାମୋହରେ ଥିବା ବସ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ….ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୭ଟି ବସ୍…. ଫାୟାର ବି୍ରଗେଡ ସହାୟତାରେ ନିଆଁକୁ କରାଯାଇଥିଲା ଆୟତ୍ତ…. କେଉଁ କାରଣରୁ ଲାଗିଲା ନିଆଁ କାରଣ ଅସ୍ପଷ୍ଟ….
( ) ପଶ୍ଚିବଙ୍ଗ ଓ ଆସାମରେ ଆଜି ସରୁଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର…. ଶେଷ ଦିନରେ ନେତାଙ୍କର ଜୋରଦାର କ୍ୟାମ୍ପେନ….ପଶ୍ଚିବଙ୍ଗର ୩୦ ଏବଂ ଆସାମର ୪୭ ଆସନରେ ୨୭ ରେ ମତଦାନ…



Visitors Today : 1
Total Visitors : 130303
Total Views : 9891806
Visitors Online Now : 0