spot_img

ଆଜିର ମୁଖ୍ୟ ଖବର ….

( )ରାଜ୍ୟରେ ୨୪ ଘଣ୍ଟାରେ ୨୧୦ କରୋନା ପଜିଟିଭ ଚିହ୍ନଟ….ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧ ଆକ୍ରାନ୍ତ ଚିହ୍ନଟ…. ଏପଟେ ଦେଶରେ ୬୨ ହଜାର ୨୫୮ ନୂଆ ସଂକ୍ରମଣ…..୨୯୧ ଜଣଙ୍କ ମୃତୁ୍ୟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟର ସୂଚନା….
( )ବାଂଲାଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ….ବିରୋଧୀ ହିଂସାରେ ୪ ମୃତ , ଅନେକ ଆହତ….ମୋଦିଙ୍କ ଗସ୍ତକୁ ନେଇ ମାଦ୍ରାସାର ଛାତ୍ର ଓ ଇସଲାମିକ ସମୁହ କରିଥିଲେ ବିରୋଧ…. ବାଂଲାଦେଶର ୫୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଉପସ୍ଥିତ ଥିଲେ ମୋଦି….
( )ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ….ପଶ୍ଚିମବଙ୍ଗ ୩୦ ଓ ଆସାମର ୪୭ ଆସନ ପାଇଁ ଚାଲିଛି ମତଦାନ….୧୯୧ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୭୩ ଲକ୍ଷ ଭୋଟର….କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମତଦାନ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ….
( )ରାଉରକେଲା ଏନଆଟିରେ ହେବ ଅନଲାଇନ ପରୀକ୍ଷା….ଅଫଲାଇନ ପରୀକ୍ଷାକୁ ଛାତ୍ରଛାତୀ୍ରଙ୍କ ପ୍ରବଳ ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ କର୍ତ୍ତୃପକ୍ଷ….. ପରୀକ୍ଷା ସମୟ ଓ ତାରିଖ ପାଇଁ ଆଉ ଥରେ ପ୍ରକାଶ ପାଇବ ବିଜ୍ଞପ୍ତି…. କ୍ୟାମ୍ପସର ସମସ୍ତ ଛାତ୍ରଛାତ୍ରୀଙ୍କ ହେବ ଆରଟିପିସିଆର ଟେଷ୍ଟ….
( )କୋଭିଡ କଟକଣା ଭିତରେ ଚାଲିଛି ମାଲକାନଗିରିର ପ୍ରସିଦ୍ଧ ବଡଯାତ୍ରା…. ବଡ ଠାକୁରଙ୍କୁ ଦର୍ଶନ ପାଇଁ ଶହ ଶହ ଭକ୍ତଙ୍କ ସମାଗମ…. ଏକ ସମୟରେ ୨୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି….ମଙ୍ଗଳବାର ଉଦଯାପନୀ ଉତ୍ସବ ….

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular