( )ତିନି ଦିନିଆ ରିମାଣ୍ଡରେ ଝରଫୁଲଙ୍କ ପୁରୁଷ ବନ୍ଧୁ ଅଭିଯୁକ୍ତ ରାକେଶ….ରିମାଣ୍ଡରେ ନେଇ ପଚରା ଉଚରା କରୁଛି ଯାଜପୁର କୁଆଖିଆ ପୋଲିସ…..କେଉଁଠି, କେମିତି ହେଲା ଝରାଫୁଲଙ୍କ ମୃତୁ୍ୟ , ଏଥିରେ କିଏ ସମ୍ପୃକ୍ତି ତାହାର ହେବ ଖୋଳତାଡ…..ଆବଶ୍ୟକ ପଡିଲେ ଗେଷ୍ଟହାଉସରେ ସିନ୍ ରି- କି୍ରଏସନ କରିପାରେ ପୋଲିସ…..
( ) ପଣ୍ଡ ହେଲା ମାଓବାଦୀଙ୍କ ଯୋଜନା…… ଅଳ୍ପକେ ବର୍ତ୍ତିଲେ ସିଆରପିଏଫ ଯବାନ……ଛତିଶଗଡ ସୁକୁମା ଜିଲ୍ଳା ନିପା ଜଙ୍ଗଲରୁ ୫ କିଲୋ ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର…..ଯବାନଙ୍କୁ ଟାର୍ଗେଟ କରି ଖଞ୍ଜା ଯାଇଥିଲା ଲ୍ୟାଣ୍ଡମାଇନ୍…..
( )ଫେବ୍ରୁଆରୀ ୮ ତାରିଖରୁ ଆରମ୍ଭ ହେବ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ପାଠପଢା…..ସୋମବାର ଓ ଶନିବାର ସକାଳ ସାଢେ ୮ଟାରୁ ସାଢେ ୧୦ ଟା ଭିତରେ ହେବ ୩ଟି ପରିୟଡ….ସେପଟେ ଆସନ୍ତା ୬ରୁ ଆରମ୍ଭ ହେବ ପ୍ଲସଟୁ ଫର୍ମ ଫିଲପ୍…..ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…..
( ) ଆସନ୍ତା ୧୮ରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ….ଫେବ୍ରୁଆରୀ ୨୨ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ…..ଦୁଇଟି ପର୍ଯ୍ୟାୟରେ ଅଧିବେଶନ ବସିବା ନେଇ ବିଜ୍ଞପ୍ତି ପ୍ରକାଶ…..
( )ସ୍ୱାସ୍ଥ୍ୟକର୍ମାଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ…. ଶିଶୁଙ୍କୁ ପୋଲିଓ ବୁନ୍ଦା ବଦଳରେ ଦିଆଗଲା ସାନିଟାଇଜର ଡ୍ରପ୍…..ଅସୁସ୍ଥ ଥିବା ୧୨ ଶିଶୁ ହସ୍ପିଟାଲରେ ଭର୍ତ୍ତି…..ମହାରାଷ୍ଟ୍ରର ୟାଭତମାଲରୁ ଆସିଲା ଏଭଳି ଚିତ୍ର…..
( ) ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ….ଆସନ୍ତା ୨୪ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଏବଂ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ…..



Visitors Today : 3
Total Visitors : 130169
Total Views : 9891615
Visitors Online Now : 0