( )ବଲାଙ୍ଗିର ଟିଟଲାଗଡର ସାଗରପାଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା…..ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର….୨ ମୃତ, ୨ ଗୁରୁତର……. ଗୁରୁତରଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି….
( )ରାମଦେବୀ ଛାତ୍ରୀ ଝରାଫୁଲ ମୃତୁ୍ୟ ମାମଲା…. ଘଟଣା ଦିନ ରାକେଶ ପିନ୍ଧିଥିବା ପ୍ୟାଣ୍ଟ, ସାର୍ଟ ଓ ମୋବାଇଲ ଜବତ…..ସେପଟେ ଆଜି ସରୁଛି ରାକେଶର ତିନି ଦିନଆ ରିମାଣ୍ଡ ଅବଧି….. ରିମାଣ୍ଡ ପରେ ଆଜି କୋର୍ଟରେ ହାଜର ହେବ ଅଭିଯୁକ୍ତ…..
( ) ନୟାଗଡରେ ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା….ଆଜି ଚିଲିଡ୍ରେନ କୋର୍ଟରେ ଅଭିଯୁକ୍ତ ସରୋଜର ହେବ ଲେୟାର ଭଏସ ଆନାଲିସିସ୍ ଆବେଦନ ଉପରେ ଶୁଣାଣି…..ପୂର୍ବରୁ ଏଲଭିଏ ଟେଷ୍ଟ କରାଇବା ପାଇଁ ଏସଆଇଟି ପକ୍ଷରୁ ହୋଇଥିଲା ଆବେଦନ…..
( )ଖଣ୍ଡଗିରି ମେଳାରେ ଯାତ୍ରାକୁ ନେଇ ଆଜି ବସିବ ନିଷ୍ପତ୍ତି….. ୫୦ ପ୍ରତିଶତ ଦର୍ଶକରେ ଯାତ୍ରା କରିବାକୁ ଯାତ୍ରା କମିଟିର ପ୍ରସ୍ତାବ……ଆସନ୍ତା ୧୮ରେ ଖଣ୍ଡଗିିରି ମେଳା ଆରମ୍ଭ ହେବାକୁ ଥିବା ବେଳେ ଷ୍ଟଲ ଓ ଯାତ୍ରା ପଡିବ କି ନାହିଁ ବଏମସି ଓ କମିଟି ଭିତରେ ଚାଲିଛି ଟଣାଓଟରା…..
( )ଚଳିତ ବର୍ଷ ଚନ୍ଦ୍ରଭାଗା ବୁଡକୁ ନା…. ମାଘ ସପ୍ତମୀ ମେଳା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି….. ମେଳା ପରିସରରେ ୧୪୪ ଧାରା ଜାରି….. ଏଥର କରୋନା କଟକଣା ଭିତରେ ୫୦୦ ପୂଜକ ସେବାୟତଙ୍କୁ ନେଇ ହେବ ରୀତିନୀତି…..
( )ଖସୁଛି ପାରଦ ବଢୁଛି ଶୀତ….. ୧୦ ଡିଗ୍ରୀ ତଳେ ରାଜ୍ୟର ୬ଟି ସହରର ତାପମାତ୍ରା…. କନ୍ଧମାଳ ଜିଲ୍ଳାର ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ ରେକର୍ଡ…..



Visitors Today : 0
Total Visitors : 130166
Total Views : 9891611
Visitors Online Now : 0