ଟୋକିଓ: ଟୋକିଓ ଅଲମ୍ପିକ୍ସରେ ନୂଆ ଚୁକ୍ତି କରିବା ପାଇଁ ରାଜି ହୋଇଛନ୍ତି ୬୮ ପ୍ରୟୋଜକ । ଏନେଇ ଗେମ୍ସର ଆୟୋଜକ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । କୋଭିଡ ପାଇଁ ସ୍ଥଗିତ ରହିଥିବା ଟୋକିଓ ଅଲମ୍ପିକ୍ସକୁ ଆସନ୍ତା ବର୍ଷ ଘୁଞ୍ଚାଇ ଦିଆଯାଇଛି । ତେବେ ବିଳମ୍ବ ଯୋଗୁଁ ବଜେଟ ବୃଦ୍ଧି ହୋଇ ୨୧୦ ନିୟୁତ ଡଲାର ବୃଦ୍ଧି ପାଇଛି ବୋଲି ଜାପାନ ଆୟୋଜକ କମିଟି ସଭାପତି ୟୋଶିରୋ ମୋରି ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଘରୋଇ ପ୍ରୟୋଜକମାନେ ୩.୩ ବିଲିୟନ ଦେଇ ରେକର୍ଡ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0