spot_img

୨୦୨୨ ଆଇପିଏଲରେ ୧୦ଟି ଭାଗ ନେବେ

ଅହମ୍ମଦାବାଦ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଇଣ୍ଡିଆନ ସୁପରଲିଗକୁ ନେଇ ଏକ ବଡ ନିଷ୍ପତି ନେଇଛନ୍ତି । ତେବେ ଆସନ୍ତା ୨୦୨୨ ଆଇପିଏଲରେ ୮ଟି ଦଳ ବଦଳରେ ମୋଟ ୧୦ଟି ଦଳ ସାମିଲ ହେବାକୁ ନେଇ ବିସିସିଆଇ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛି । ଏହା ସହ ୨୦୨୧ରେ ପୂର୍ବପରି ୮ଟି ଦଳକୁ ନେଇ ଆଇପିଏଲ ଖେଳାଯିବାର ସୂଚନା ମିଳିଛି । ଅନ୍ୟପଟେ କୋଭିଡ-୧୯ ଦ୍ୱାରା ପ୍ରଭାବିତ ହୋଇଥିବା ଦେଶର ପ୍ରଥମଶ୍ରେଣୀ ମହିଳା ଓ ପୁରୁଷ କ୍ରିକେଟରମାନଙ୍କୁ କ୍ଷତିପୂରଣ ଦିଆଯିବାକୁ ନିଷ୍ପତି ନେଇଛି ବିସିସିଆଇ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular