(୧) ବଲାଙ୍ଗିରରେ ଗୋଷ୍ଠୀ ସଂଘର୍ଷ… ୨ମୃତ,୩ ଗୁରୁତର ଆହତ…. ଦେଓଗାଁ ଥାନା ଅନ୍ତର୍ଗତ ଜରାସିଙ୍ଗା ଗାଁରେ ଘଟିଛି ଘଟଣା…. ଜଣେ ବ୍ୟକ୍ତିଙ୍କ ଦୋକାନରେ ନିଆଁ ଲାଗିବ ଘଟଣାରୁ ଉତ୍ତେଜନା….. ୧ ପ୍ଲାଟୁନ ଫୋର୍ସ ମୁତୟନ…. ୫ ଜଣଙ୍କୁ ଅଟକ ରଖି ପୁଲିସର ପଚରା ଉଚରା ଜାରି……
(୨)ଗଞ୍ଜାମ ପାଟପୁରା ଥାନା ଖେମୁଣ୍ଡିଖୋଲ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା…..ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ……ସାମ୍ନାପଟୁ ଟ୍ରକ ଆସୁଥିବା ଦେଖି ବସ୍ ପିଟି ହେଲା ବ୍ରିଜରେ….
(୩) ସାରା ରାଜ୍ୟରେ ନକଲି ସାମଗ୍ରୀର ଡେରା……. ଭୁବନେଶ୍ୱର ପରେ ବ୍ରହ୍ମପୁରରୁ ନକଲି ସସ୍ ଫ୍ୟାକ୍ଟ୍ରି ଠାବ……. ବିପୁଳ ପରିମାଣର ଅପମିଶ୍ରିତ ଟମାଟୋ, ଚିଲି ଓ ସୋୟା ସସ୍ ଜବତ….. ସହରର ଅନ୍ୟ କେଉଁଠି ରହିଛି ନକଲି କାରଖାନା ସେ ନେଇ ପୁଲିସର ତନାଘନା ଜାରି…….
(୪) ଆଜି ଦିନକ ପାଇଁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେନି ଭକ୍ତ…… ସାନିଟାଇଜ ହେଉଛି ଶ୍ରୀମନ୍ଦିର…..ସ୍ୱାଭାବିକ ଚାଲିଛି ନୀତିକାନ୍ତି……. ଆସନ୍ତା କାଲିଠାରୁ ପୁଣି ସ୍ୱାଭାବିକ ହେବ ଦର୍ଶନ……..ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଆଖିରେ ରଖି ପ୍ରତି ରବିବାର ଦର୍ଶନ ବନ୍ଦ ପାଇଁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି …..
(୫) କୃଷକଙ୍କ ଟ୍ରାକ୍ଟର ରାଲିକୁ ମିଳିଲା ଗ୍ରୀନ ସିଗନାଲ….. ସର୍ତ୍ତମୂଳକ ଅନୁମତି ଦେଲା ଦିଲ୍ଲୀ ପୁଲିସ…. ୫ ଟି ରୁଟରେ ୧୦୦ କିଲୋମିଟର ପର୍ଯ୍ୟନ୍ତ କରିବେ ଶୋଭାଯାତ୍ରା….. ରାଲି ପରେ ପୂର୍ବ ସ୍ଥାନକୁ ଫେରି ଆସିବେ ଚାଷୀ…..
(୬) ସାଧାରଣତନ୍ତ୍ର ଦିବସ ପାଇଁ ପରେଡ୍ ଅଭ୍ୟାସ…… ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଚାଲିଛି ରିହର୍ସଲ…. ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ…. ପରେଡ ସ୍ଥଳରେ ସିସିଟିଭି ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ…..
(୭) ବଢି ଚାଲିଛି ପେଟ୍ରୋଲ-ଡିଜେଲ ଦର…… ସପ୍ତାହରେ ବଢିଲାଣି ୪ ଥର …. ଆଜି ଭୁବନେଶ୍ୱରରେ ପେଟ୍ରୋଲ ୮୬ ଟଙ୍କା ୩୮ ପଇସା…. ଡିଜେଲ ଲିଟର ଛୁଇଁଲା ୮୨ ଟଙ୍କା ୬୮ ପଇସା……



Visitors Today : 0
Total Visitors : 130422
Total Views : 9891952
Visitors Online Now : 0