ଟ୍ରାକକୁ ଫେରୁଛି ରାଜ୍ୟ ଅର୍ଥବ୍ୟବସ୍ଥା । କରୋନା ସଂଙ୍କଟ ମଧ୍ୟରେ ସରଙ୍ରଙେକ ଦକ୍ଷ ରଣନୀତି ବଳରେ ଓଡିଶା ଶିଳ୍ପ ଅର୍ଥନୀତି ଜାତୀୟ ଚିତ୍ର ଠାରୁ ଭଲ ଅଛି । କରୋନା ପରେ ବି ଓଡିଶାକୁ ସୁଅ ଛୁଟୁଛି । ଚଳିତ ଆର୍ଥିକ ବର୍ଷ ରାଜ୍ୟରୁ ୧୭,୫୧୪ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି । ଏହି ନିବେଶ ଦ୍ୱାରା ୧୩.୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ ରହିଛି । ସେହିପରି କରୋନା ମୁକାବିଲା ପାଇଁ କେବଳ ଶିଳ୍ପ ନୁହେଁ ଓଡିଶା ପାଇଁ ସବୁ ପ୍ରକାର ସହାୟତା ରହିଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 1