ପୁରୀ: ଦୀର୍ଘ ୭ମାସର ପରେ ଆଜିଠାରୁ ପୁରୀରୁ ଗଡ଼ିବ ଟ୍ରେନ । ମାର୍ଚ୍ଚ ମାସରେ କରୋନା କଟକଣା ଜାରିହେବା ପରେ ଟ୍ରେନ ଯାତ୍ରା ବନ୍ଦ ଥିଲା । ୪ଟି ଟ୍ରେନରେ ଯିବା ପାଇଁ ଯାତ୍ରୀମାନେ ବୁକିଂ କରିଛନ୍ତି । ଯାତ୍ରୀମାନେ ଦୁଇଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଚିବେ । ରେଳଷ୍ଟେସନକୁ ବିଶୋଧନ କରାଯିବା ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0