spot_img

ଟୁଇନସିଟିରେ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର : ଅନଲକ ୪.୦ ପରେ ଦେଶରେ ଆଜିଠାରୁ ଆରମ୍ଭ ହେଉଛି ଅନଲକ ୫.୦ର ଗାଇଡ଼ଲାଇନ । କେନ୍ଦ୍ରସରକାରଙ୍କ ଗାଇଡ ଲାଇନପରେ ରାଜ୍ୟ ସରକାର ଟୁଇନସିଟି ପାଇଁ ଗାଇଡ଼ଲାଇନ ଜାରି କରିଛନ୍ତି । ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ କାର୍ଯ୍ୟାଳୟ । ରାଜ୍ୟରେ ସବୁ ଶନିବାର ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ । ବିଭାଗ ଓ ମୁଖ୍ୟାଳୟଗୁଡ଼ିକ ଚୟନ କରିବେ କର୍ମଚାରୀ । ଏସଆରସି, ପୋଲିସ, ଅଗ୍ନିଶମ,ସ୍ୱାସ୍ଥ୍ୟ ସେବାରେ ରହିବେ ଶତ ପ୍ରତିଶତ କର୍ମଚାରୀ । ସବୁ ସରକାରୀ ବିଭାଗରେ କୋଭିଡ଼ କଟକଣା କଡାକଡି କରିବାକୁ ନିଦେ୍ର୍ଦଶ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular