ଗଛଲତା ଆମ ମଣିଷ ସମାଜର ପରମ ବନ୍ଧୁ । ଏହି ବାର୍ତ୍ତା ଦେଇଛନ୍ତି ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକର ମାଳିସାହି ଗ୍ରାମର ଛୋଟ ଛୋଟ ଶିଶୁ ଓ ମହିଳା ମାନେ । ନିଜେ ବଞ୍ଚିବା ସହିତ ପ୍ରକୃତିକୁ ସୁରକ୍ଷା ଦେବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଣ୍ଟିଲୋର ଅବସରପ୍ରାପ୍ତ ଶିକ୍ଷକ ଅରର୍ଯ୍ୟାମୀ ସାହୁ ଯୋଗ ଦେଇ ମଣିଷ ସମାଜରେ ବୃକ୍ଷର ଭୂମିକା କଣ ରହିଛି ସେ ନେଇ ପରାମର୍ଶ ଦେଇଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0