ଆମେରିକା : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୋମାଞ୍ଚକର ମୋଡ । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡା ମୁକାବିଲା। ଡେମୋକ୍ରାଟ ଦଳର ପ୍ରାର୍ଥୀ ଜୋ ବାଇଡେନଙ୍କୁ ୨୬୪ ଇଲେକ୍ଟୋରାଲ୍ କଲେଜ ଭୋଟ୍ ମିଳିଛି । ଡୋନାଲ୍ଡ ଟ୍ରମ୍ପ ୨୧୪ ଇଲେକ୍ଟୋରାଲ୍ ଭୋଟ୍ ପାଇଛନ୍ତି । ଏହା ମଧ୍ୟରେ ପ୍ରାୟ ୧୦ କୋଟି ଭୋଟ ପୋଷ୍ଟାଲ ବାଲଟ ଓ ଇ ବାଲଟରେ ଆସିଥିବାରୁ ଏହାର ଗଣତି ପ୍ରକ୍ରିୟାରେ ବିଳମ୍ୱ ହୋଇଛି । ଏସବୁ ଭିତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ବିଜୟୀ ହେବା ଆଗୁଆ ଘୋଷଣା କରିଛନ୍ତି । ସପଟେ ଚଳିତ ନିର୍ବାଚନରେ ତାଙ୍କ ଦଳ ହିଁ ବିଜୟୀ ହେବ ବୋଲି କହିଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0