ଟ୍ୱିନ୍ସିଟିରେ ମାତିଛନ୍ତି ଏଟିଏମ୍ ଲୁଟେରା । ଭୁବନେଶ୍ୱର ପରେ ଏବେ କଟକରେ ଚାଲିଛି ଏଟିଏମ ଲୁଟେରାଙ୍କ ଉତ୍ପାତ । କଟକ ଚାଉଳିଆଗଞ୍ଜ ଥାନା ଗଣ୍ଡରପୁର ଏସବିଆଇ ଏଟିଏମରୁ ଲୁଟ ଉଦ୍ୟମ କରି ବିଫଳ ହୋଇଥିବା ସୂଚନା । ତେବେ ଏହି ଏଟିଏମ ଲୁଟ୍ ଉଦ୍ୟମକୁ ନେଇ ଆକ୍ସନ ମୋଡରେ ଆସିଛି ପୋଲିସ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ବେଳେ ଏଟିଏମରୁ କିଛି ଲୁଟ ହୋଇନଥିବା ଜଣାପଡିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0