spot_img

ପୁଣି ବାଘଛାଲ ଜବତ

ଭୁବନେଶ୍ବର : ପୁଣି ଏକ ବାଘଛାଲ ଜବତ। କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ହାତରେ ବାଘ ଛାଲ ବେପାରୀ। ଏହି କଲରାପତରିଆ ବାଘ ଛାଲ ସମ୍ବଲପୁର-ସୋନପୁର ସୀମା ଅଞ୍ଚଳରୁ ଜବତ ହୋଇଛି। ସେହିପରି ବାଘ ଛାଲ ବେପାର ଅଭିଯୋଗରେ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍। ପୂର୍ବରୁ ମଧ୍ୟ ଏହି ଅଞ୍ଚଳରୁ ବାଘ ଛାଲ ଜବତ କରିଛି ଏସ୍ଟିଏଫ୍। ଅନେକ ଦିନରୁ ଏ ଅଞ୍ଚଳରେ ବାଘ ଛାଲ କାରବାର ଚାଲିଥିବା ଅଭିଯøାଗ ହେଇଥିଲା । ତେବେ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରାଯାଇଥିଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular