ନବରଙ୍ଗପୁର: ଜାତୀୟ ରାଜପଥ ପ୍ରକଳ୍ପକୁ ବିରୋଧ କରି ରାଇଘରରୁ ଦୁଇ ଗିରଫ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଭାରତ ମାଳା ଯୋଜନାରେ ରାଇପୁର ନବରଙ୍ଗପୁରକୁ ସଂଯୋଗ କରି ବିଶାଖାପାଟଣା ପର୍ଯ୍ୟନ୍ତ ନୂତନ ଜାତୀୟ ରାଜପଥ ନିର୍ମାଣ ନେଇ ସରକାରୀ ସ୍ତରରେ ସର୍ଭେ ହୋଇଛି । କିନ୍ତୁ ଏହି ରାଜପଥ ପ୍ରକଳ୍ପକୁ ବିରୋଧ କରି କୃଷକ ନେତା କୁନେ୍ଦଇ ପଂଚାୟତର ସରପଂଚ ସନ୍ ରାଜ୍ ଗଣ୍ଡ ଏବଂ ମୁନା ରୂପଚନ୍ଦଙ୍କୁ ବୁଧବାର ସଂନ୍ଧା ୬ଟାରେ ରାଇଘର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ରାଇଘର ଥାନାରେ ୫ଦଫା ଋଜୁ କରି କୋର୍ଟ ଚାଲାଣ କରି ଉମରକୋଟ ଉପକାରାଗାରକୁ ପଠାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0