spot_img

ଶୋଇଥିବା ସମୟରେ ଦଳିଲା ଦନ୍ତା, ଦୁଇ ମୃତ

ସମ୍ବଲପୁର: ଶୋଇଥିବା ସମୟରେ ଦୁଇ ଶ୍ରମିକକୁ ଦଳିଦେଲା ହାତି । ଘଟଣା ସ୍ଥଳରେ ଦୁଇ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ସମ୍ବଲପୁରର ସଦର ଫରେଷ୍ଟ ରେଞ୍ଜ କୁଡ଼େରନିଶା ଗାଁରେ ଗଟିଛି ଏଭଳି ଘଟଣା । ମୃତକମାନଙ୍କ ଘର ବରଗଡ ଅଂଚଳରେ ବୋଲି ଜଣାପଡିଛି । ଏହି ଘଟଣାକୁ ନେଇ ପୋଲିସ ଓ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଚଦନ୍ତ ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular