ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଅତ୍ୟାବଶ୍ୟକ ସେବା ପ୍ରବନ୍ଧନ ନିୟମ ଲାଗୁ କରିଛନ୍ତି । ନୂତନ ନିୟମ ଅନୁସାରେ, ରାଜ୍ୟରେ ଆଗାମୀ ୬ ମାସ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ କୌଣସି ପ୍ରକାର ଆନେ୍ଦାଳନ, ହରତାଳ, ଧାରଣା ଅଥବା ଗଣଧାରଣାକୁ ଓହ୍ଲାଇପାରିବେ ନାହିଁ । ଏନେଇ ଅଧିସୂଚନା ଜାରି କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0