spot_img

ଟ୍ୱିଟରକୁ କଡା ଟକ୍କର ଦେବ ସ୍ୱଦେଶୀ ଟୁଟର

ନୂଆଦିଲ୍ଲୀ: ବିଦେଶୀ ଆପ ଟ୍ୱିଟରକୁ ଟକ୍କର ଦେବା ପାଇଁ ଆସୁଛି ସ୍ୱଦେଶୀ ଆପ ଟୁଟର । ତେବେ ଏ ଖବର ସାମ୍ନାକୁ ଆସିବା ପରେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର କଥା କହିଛନ୍ତି । କିଛି ଲୋକ କହିଛନ୍ତି ଏହା ବିଦେଶୀ ଆପ ଟ୍ୱିଟରକୁ କପି କରାଯାଇଛି । ଅନ୍ୟପଟେ ସ୍ୱଦେଶୀ ଟୁଟରକୁ କିଛି ଲୋକ ପସନ୍ଦ କରିଛନ୍ତି । ତେବେ ଏହାର କଲର ମଧ୍ୟ ଟ୍ୱିଟର ଭଳି ଦେଖିବା ପାଇଁ ମିଳିଛି । ଟୁଟର ଲୋଗରେ ଏକ ଶଙ୍ଖ ଥିବାର ଦେଖିବା ପାଇଁ ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular