spot_img

ଦୁଇ ବର୍ଷରେ MGMRSFT

ଭୁବନେଶ୍ୱର :  ‘ମାଷ୍ଟର ଗିରିଜା ରୋଡ ସେପ୍ଟି ମେମୋରିଆଲ ଟ୍ରଷ୍ଟ’କୁ ପୁରିଲା ଦୁଇ ବର୍ଷ । ଗତବର୍ଷ କାର୍ତ୍ତିକ ଶୁକ୍ଲପକ୍ଷ ଏକାଦଶୀ ତିଥିରେ ଗିରିଜାଙ୍କ ସ୍ମୃତିରେ ଗଢିଉଠିଥିଲା ଏହି ଟ୍ରଷ୍ଟ । ଆକସ୍ମିକ ଦୁର୍ଘଟଣାର ଶିକାର ହେଉଥିବା ଲୋକମାନଙ୍କ ଆରୋଗ୍ୟ କାମନା କରି ସେମାନଙ୍କୁ ସାହାଯ୍ୟ କରିବା ଟ୍ରଷ୍ଟର ମୂଳ ଲକ୍ଷ୍ୟ । ଚଳିତ ବର୍ଷ ଟ୍ରଷ୍ଟ ତରଫରୁ ‘ଆଶ୍ରୟ ଦ ସେଲଟର ହୋମ’ ର କୁନି କୁନି ପିଲାଙ୍କୁ ସାକ୍ଷାତ କରାଯାଇଥିଲା । ସେଠାରେ ଏକ ୱେବିନାରର ଆୟୋଜନ କରାଯାଇଥିଲା । ଯେଉଁଥିରେ ସିଡିଏ ସ୍ଥିତ ‘କ୍ଲାପ’ ଅନୁଷ୍ଠାର ଅଧ୍ୟକ୍ଷ ଡାକ୍ତର ବିକାଶ ଦାସ ରୋଡ ସେଫଟି ବିଷୟରେ ଆଲୋଚନା କରିଥିଲେ । ପରେ ଟ୍ରଷ୍ଟ ତରଫରୁ ରୋଗୀଙ୍କୁ ହ୍ୱିଲ ଚେୟାର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular