ମୁମ୍ବାଇ: ବଲିଉଡ ଜଗତର ଚର୍ଚ୍ଚିତ ଅଭିନେତ୍ରୀ ପୁଣି ରାଜନୀତିକୁ ଫେରିବେ । ତେବେ ସେ ଶିବସେନାରେ ସାମିଲ ହୋଇ ବିଧାନ ପରିଷଦର ସଦସ୍ୟ ହେବେ ବୋଲି ସୂଚନା ମିଳିଛି । ତେବେ ଏହା ପୂର୍ବରୁ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଉର୍ମିଳା କଂଗ୍ରେସରେ ଯୋଗ ଦେଇଥିଲେ । ଅନ୍ୟପଟେ ଉଦ୍ଧବ ଠାକରେଙ୍କ ସରକାର ବିଧାନ ପରିଷଦକୁ ରାଜ୍ୟପାଳଙ୍କ କୋଟାରୁ ମନୋନୀତ ହେଉଥିବା ୧୨ ଜଣ ସଦସ୍ୟଙ୍କ ମଧ୍ୟରେ ଉର୍ମିଳାଙ୍କ ନାମକୁ ସୁପାରିସ ପାଇଁ ପଠାଯାଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0