ନୂଆଦିଲ୍ଲୀ: ଆସନ୍ତା ମାସ ସୁଦ୍ଧା ଦେଶକୁ ୧୦ କୋଟି କରୋନା ଟିକା ମିଳିଯିବାର ଦାବି କରିଛନ୍ତି ସିରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆର ସିଇଓ ଅଦାର ପୁନାୱାଲା । ତେବେ ଏହା ଅକ୍ସଫୋର୍ଡ ୟୁନିଭର୍ସିଟି ସହ ମିଶି ଏହି ଟିକା ପ୍ରସ୍ତୁତ ହେଉଥିବାର ସୂଚନା ମିଳିଛି । ଏସଟ୍ରେଜେନେକା, ଅକ୍ସଫୋର୍ଡ ୟୁନିଭର୍ସିଟି ସହ ମିଶି ପ୍ରସ୍ତୁତ କରାଯାଉଛି କରୋନା ଭାକ୍ସସିନ ।

ଏନେଇ ପୁନାୱାଲା କହିଛନ୍ତି ପ୍ରଥମେ ଭାରତ ପାଇଁ ଟିକା ପ୍ରସ୍ତୁତ କରାଯିବ ଏହା ପରେ ଏହି ଟିକାକୁ ବିତରଣ କରିବାର ବ୍ୟବସ୍ଥା କରାଯିବ । ତେବେ ୫୦ କୋଟି ଭାରତ ପାଇଁ ଓ ବାକି ୫୦ କୋଟି ଅନ୍ୟ ଦକ୍ଷିଣ ଏସିଆ ଦେଶକୁ ଯୋଗାଇ ଦିଆଯିବ ।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0