spot_img

ପୁଣି ପୁରୀଘାଟ ଥାନାରେ ଏତଲା ଦେଲେ ବର୍ଷା

କଟକ: ପୁଣି ପୁରୀ ଘାଟ ଥାନାରେ ଏତଲା ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସୋସିଆଲ୍‌ ମିଡିଆରେ ଅଶାଲୀନ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ଏତଲା ଦେଇଛନ୍ତି। ତାଙ୍କ ନାଁରେ ଆପତ୍ତିଜନକ ଓ ସମ୍ମାନହାନୀ କଲା ପରି ମନ୍ତବ୍ୟ ଦିଆଯାଉଥିବା ନେଇ ଲିଖିତ ଭିଯୋଗ କରିଛନ୍ତି। ଅନୁଭବ ଫ୍ରେଣ୍ଡସ୍‌ କ୍ଲବ ନାଁରେ ଥିବା ପେଜର ଆକାଉଣ୍ଟରେ ଏଭଳି ଆପତ୍ତିଜନକ କମେଣ୍ଟ ବିଭିନ୍ନ ୟୁଜର ପୋଷ୍ଟ କରୁଥିବା ଅଭିଯୋଗ ହୋଇଛି। ଆଇପିସି ଧାରା ୫୦୯ ଓ ଆଇଟି ଆକ୍ଟ ୬୭ସି ଆଧାରରେ ଏକ ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular