spot_img

ପ୍ରିୟଙ୍କାଙ୍କ ବିବାହ ରୁଲ ଅନୁସରଣ କରିବେ ଭିକି ଓ କ୍ୟାଟ୍ରିନା

ବଲିଉଡ ଆକ୍ଟର ଭିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବାହାଘରକୁ ନେଇ ଲଗାତାର ଚର୍ଚ୍ଚା ଜାରି ରହିଛି | ଲଗାତାର ଫୋଟୋ ମଧ୍ୟ ସୋସିଆଲ ମିଡିଆରେ ଆସୁଛି | ତେବେ ବିବାହକୁ ନେଇ ଦୁଇ ଜଣ କୌଣସି ପ୍ରକାର ମନ୍ତବ୍ୟ ଦେଇ ନାହାନ୍ତି | ଶୁଣିବାକୁ ମିଳୁଛି ଯେ ବାହାଘରକୁ ନେଇ ଗୋପନୀୟତା ରଖୁଛନ୍ତି ଭିକି ଓ କ୍ୟାଟ୍ରିନା | ତାଙ୍କ ନିମନ୍ତ୍ରଣ ପତ୍ରରେ ଲେଖା ହେବ ଯେ କେହି ବି ଅତିଥି ମୋବାଇଲ ଫୋନ ନେଇ ବାହାଘରକୁ ଆସି ପାରିବେନି | ଏନେଇ ଦୁଇ ଜଣ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି | ତେବେ ରାଜସ୍ଥାନର ରାଜକୀୟ ଠାଣିରେ ହେବ ବିବାହ | ପୂର୍ବରୁ ଏଭଳି ସୁରକ୍ଷା ବ୍ୟବସ୍ଥା ରଖିଥିଲେ ପ୍ରିୟଙ୍କା ଚୋପ୍ରା |

LEAVE A REPLY

Please enter your comment!
Please enter your name here

- Advertisment -

Most Popular