ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ତାଳଚେର ଆର୍ଡି ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଘରେ ଭିଜିଲାନ୍ସର ଚଢ଼ାଉ କରିଛି । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଢେଙ୍କାନାଳ ଟାଉନ ପ୍ଲାନିଂ ଅନର୍ଗତ ନିଜ ବାସ ଭବନ ରେ ଭିଜିଲାନ୍ସ ଚଢ଼ାଉ କରିଛ। ଚନ୍ଦ୍ରମଣି ସାହୁଙ୍କ ବାସଭବନକୁ ଛାଡ଼ିଦେଲେ ଏକା ସାଙ୍ଗରେ ୬ ଟି ଜାଗାରେ ଟିମ ଚଢ଼ାଉ କରିଥିବା ଜଣାପଡ଼ିଛି । ଢେଙ୍କାନାଳ ଟାଉନ ପ୍ଲାନିଂ ଅନ୍ନର୍ଗତ ନିଜ ବାସ ଭବନ ହାଟ ରୋଡ ଅନ୍ତର୍ଗତ ଶ୍ୱଶୁର ଘର ତାଳଚେର ଖମାର କାର୍ୟ୍ୟାଳୟ ଓ ନିଜ ପୈତୃକ ଗାଁରେ ଚଢ଼ାଉ ଚାଲିଛି । ସେପଟେ ଭୁବନେଶ୍ୱର ଏକ ଆପାର୍ଟମେଣ୍ଟରେ ଚାଲିଛି ଚଢ଼ାଉ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0