spot_img

ଭିଜଲାନ୍ସ ଜାଲରେ ପୁରୀ ଜଙ୍ଗଲ ବିଭାଗର ଏସିଏଫ

ପୁରୀ: ଭିଜିଲାନ୍ସ ଜାଲରେ ସହକାରୀ ବନ ସଂରକ୍ଷକ । ପୁରୀ ଜିଲ୍ଲା ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼ କରାଯାଇଛି । ଏକକାଳୀନ ୫ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ ଟିମ ।

ସୂଚନାଯୋଗ୍ୟ ଯେ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ସହକାରୀ ବନ ସଂରକ୍ଷକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ପୁରୀ ଜିଲ୍ଲା ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ କୁମାର ସ୍ବାଇଁ ଘରେ ରେଡ୍ ହୋଇଛି । ପୁରୀ ଅଫିସ ଓ ଭଡାଘର ସମେତ ୫ଟି ସ୍ଥାନରେ ଏକକାଳୀନ ରେଡ୍ ଭିଜିଲାନ୍ସ ଟିମ୍ ପକ୍ଷରୁ ଛାନ୍ଭିନ୍ ଜାରି ରହିଛି । ଏହସହିତ ଭୁବନେଶ୍ବର ମହାଭୋଇଶାସନ ସ୍ଥିତ ଘର, ବାଲିଅନ୍ତାସ୍ଥିତ ଘର, ଢେଙ୍କାନାଳ ସ୍ଥିତ ଶ୍ବଶୁର ଘରେ ମଧ୍ୟ ଚଢାଉ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular